ପ୍ରିୟଦର୍ଶୀମିଶ୍ରଙ୍କ ମାତୃ ବିୟୋଗ

0 318

ଭୁୁବନେଶ୍ୱର,୯/୧(ଏସଏସନିଉଜ)ଗୁରୁବାରଦିନ ଭୁବନେଶ୍ୱରଉତରର ପୁର୍ବତନ ବିଧାୟକ ତଥା ହାଉସିଂବୋର୍ଡର ଅଧକ୍ଷ ପ୍ରିୟଦର୍ଶୀମିଶ୍ରଙ୍କ ମାଆ କାଞନବାଳା ମିଶ୍ର (୭୩)ବର୍ଷରେ ପରଲୋକ ଘଟିଛି ।ଗତକିଛିଦିନ ହେବ କାଞନ ଅସୁସ୍ଥତା ଥିବାରୁ ତାଙ୍କୁ ଏକ ଘରୋଇଡାକ୍ତରଖାନାରେ ଚିକିସ୍। କରାଯାଉଥିଲା ।୭ଦିନ ହେବ ଚିକିସ୍ାରେ ଥିବାବେଳେ ଗୁରୁବାର ଦିନ ୩,୩୩ମିନଟରେ ମୃତ୍ୟୁ ଘଟିଥିଲା ।ସେ ଜଣେ ଧର୍ମପରାୟଣ, ପରୋପକାରୀ ଓ ଇଶ୍ୱରଭକ୍ତି ମହିଳା ହୋଇଥିବାରୁ ତାଙ୍କର ବିୟୋଗରେ ବାଲିପାଟଣ।ରେ ଶୋକର ଛାୟା ଖେଳିଯାଇଛି ।ତାଙ୍କର ମୃତ୍ୟୁବେଳକୁ ତାଙ୍କ ପୁତ୍ର ପ୍ରିୟଦର୍ଶୀମିଶ୍ର ପାଖରେ ଉପସ୍ଥିତ ଥିଲେ ।ଏହି ଖବରପାଇ ବିଜେଡିର ବହୁ ନେତାମାନଙ୍କ ସହିତ ପ୍ରିୟଦର୍ଶୀମିଶ୍ରଙ୍କ ସମର୍ଥକ ଭୁବନେଶ୍ୱର ଉତର ନିର୍ବାଚନମଣ୍ଡଳୀର କର୍ପୋରେଟର,ସାମ୍ବାଦିକ,ଜନପ୍ରତିନିଧିମାନଙ୍କ ସହ ଶତାଧିକ ମହିଳା ଓ ପୁରୁଷ ଡାକ୍ତରଖାନାରେ ଉପସ୍ଥିତ ରହି ଶେଷଦର୍ଶନ କରିବା ସହ ପୁରୀ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ଯାଇଥିଲେ । ମରଶରୀରରକୁ ନିଜ ଗ୍ରାମ ବାଲିପାଟଣାକୁ ନିଆଯାଇଥିଲା ।ସେଠାରେ ଆଖପାଖ ଗ୍ରାମର ମହିଳା ଓ ପୁରୁଷମାନେ ଶେଷଦର୍ଶନ କରିବା ସହ ଖୋଳକିର୍ତନରେ ଗ୍ରାମପରିକ୍ରମା କରାଇବାପରେ ପୁରୀସ୍ୱର୍ଗଦ୍ୱାରକୁ ନିଆଯାଇଥିଲା । ପୁରୀ ସ୍ୱର୍ଗଦ୍ୱାରରେ ପୁତ୍ର ପ୍ରିୟଦର୍ଶୀମିଶ୍ର ମୁଖାଗ୍ନୀ ଦେଇଥିଲେ ।

Leave A Reply

Your email address will not be published.