ପୂଜା ମଣ୍ଡପରେ ଅଗ୍ନିକାଣ୍ଡ

0 154

ଭୁବନେଶ୍ୱର,୩/୧୦(ଏସଏସ ନିଉଜ)ଉତ୍ତରପ୍ରଦେଶର ଭଦୋହିସ୍ଥିତ ଦୁର୍ଗାପୂଜା ମଣ୍ଡପରେ ଅଗ୍ନିକାଣ୍ଡ ଘଟିଛି।
ଅଗ୍ନିକାଣ୍ଡରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬୪ଜଣ ଆହତ ହୋଇଥିବା ସୂଚନା ମିଳିଛି।ଏଥିରେ ୧୦ ଓ ୧୨ ବର୍ଷର ଦୁଇଜଣ ପିଲା ଓ ଜଣେ ୪୫ ବର୍ଷୀୟ ମହିଳାଙ୍କ ପୋଡ଼ି ହୋଇ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।ରବିବାର ରାତି ସାଢ଼େ୯ଟା ବେଳେ ଏହି ଘଟଣା ଘଟିଥିଲା। ସେତେବେଳେ ମା’ଙ୍କ ଆରତି ଚାଲିଥିଲା।

Leave A Reply

Your email address will not be published.