IASସ୍ତରରେ ପୁଣି ଅଦଳବଦଳ

ଭୁବନେଶ୍ୱର,୨୪।୭(ଏସଏସନିଉଜ)IAS ସ୍ତରରେ ପୁଣି ଅଦଳବଦଳ କଲେ ରାଜ୍ୟ ସରକାର।୧୩ IAS ଅଫିସରଙ୍କୁ ନୂଆ ଦାୟିତ୍ବ ପ୍ରଦାନ କଲେ ସରକାର।ରାଜେଶ ପ୍ରଭାକର ପାଟିଲ- ସମବାୟ ସଚିବ, ବିଜୟ କେତନ ଉପାଧ୍ୟାୟ- ସଂସ୍କୃତି ସଚିବ ଦାୟିତ୍ବ,ସମର୍ଥ ବର୍ମା- ଲଘୁ ଖଣିଜ ଦ୍ରବ୍ୟ ନିର୍ଦ୍ଦେଶକ,ଦୀପଙ୍କର ମହାପାତ୍ର – ସିଇଓ, ହକି ପ୍ରମୋସନ କାଉନ୍‌ସିଲ୍‌,ପ୍ରେକ୍ଷା ଅଗ୍ରୱାଲ ହେଲେ ଧର୍ମଗଡ଼ ଉପଜିଲ୍ଲାପାଳ,ପ୍ରଣିତା ଦାଶ ହେଲେ ବାଲିଗୁଡ଼ା ଉପଜିଲ୍ଲାପାଳ,କସ୍ତୁରୀ ପଣ୍ଡା ହେଲେ କରଞ୍ଜିଆ ଉପଜିଲ୍ଲାପାଳ,ଅଭିଷେକ ଦିଲୀପ ଦୁଡହାଲ୍‌- ଗୁଣୁପୁର ଉପଜିଲ୍ଲାପାଳ,
ଅସ୍‌ନୀ ଏଏଲ୍‌- ନବରଙ୍ଗପୁର ଉପଜିଲ୍ଲାପାଳ,ସି. ସରବଣା- କୁଚିଣ୍ଡା ଉପଜିଲ୍ଲାପାଳ,ତେଜସ୍ବିନୀ ବେହେରା- ସୁନ୍ଦରଗଡ଼ ଉପଜିଲ୍ଲାପାଳ,ଶିବ ମାଲବ୍ୟ- ଆନନ୍ଦପୁର ଉପଜିଲ୍ଲାପାଳ,ଅବିନାଶ କୁମାର- ବ୍ରହ୍ମପୁର ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି।

- Advertisement -

Leave A Reply

Your email address will not be published.