ପୁଣି ଆନ୍ଧ୍ର ଦାଦାଗିରି

ଖବର ଆଜିର

0 317

ଖବର ଆଜିର,ତାରିଖ ୧୬-୧୧-୨୦ ସୋମବାର ।
୧-ଓଡ଼ିଶା ଷ୍ଟାର୍ଟଅପ୍ ଲିଡର୍ : ରାଜ୍ୟରେ ଷ୍ଟାର୍ଟଅପ୍ ସଂଖ୍ୟା ୭୭୪କୁ ବୃଦ୍ଧି ।
୨-ସୀମାନ୍ତରେ ପୁଣି ଆନ୍ଧ୍ର ଦାଦାଗିରି : ଓଡ଼ିଶା ସରକାରଙ୍କ ବିରୋଧରେ ଗର୍ଜିଲେ ।
୩-ପୂର୍ବତଟ ରେଳପଥ ପାଇବ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତ ପୁରସ୍କାର ।
୪-ବ୍ରାଜିଲର ଗୋମାଂସ, ଆରବ ଚିଙ୍ଗୁଡ଼ିରୁ କରୋନା ଭୂତାଣୁ ଚିହ୍ନଟ ।
୫-ବିଧାନସଭା ଶୀତ ଅଧୂବେଶନ ପୂର୍ବରୁ ଆସନ୍ତା ୧୮ରେ ବସିବ ସର୍ବଦଳୀୟ ବୈଠକ ।
୬-କରୋନା ଉପରେ ଆଧାରିତ ଓଡ଼ିଶାର କ୍ଷୁଦ୍ର ଚଳଚ୍ଚିତ୍ର ‘ୱାରିଅର୍‌ସ ୱାର୍ ୱିଦିନ୍‌’କୁ ୩ଟି ଆନ୍ତର୍ଜାତିକ ପୁରସ୍କାର ମିଳିଛି।
୭-ରେଢ଼ାଖୋଲ ବନଖଣ୍ଡରେ ଅଭାବନୀୟ ଦୃଶ୍ୟ: ହାତୀ ମଣିଷ ଗୋଡ଼ାଗୋଡ଼ି, ଭୟରେ ଆସିଲେନି ବନ କର୍ମଚାରୀ ।
୮-ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ମିଳିଥିବା ପରାଜୟ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନ୍ତତଃ ଶେଷରେ ତାଙ୍କର ପରାଜୟ ହୋଇଥିବା ସ୍ଵୀକାର କରିଛନ୍ତି।
୯-ସପ୍ତମ ଫର୍ମୁଲା-ୱାନ୍ world ଟାଇଟଲ ଜିତିଲେ ଲୁଇସ୍ ହାମିଲ୍ଟନ୍, ନିକଟରେ ଜିତିଥିଲେ ଟର୍କି ଗ୍ରାଣ୍ଡ ପ୍ରିକ୍ସ।
୧୦-ଦୀପାବଳିରେ ଭାରତ ମାଲାମାଲ୍: ହେଲା ୭୨ ହଜାର କୋଟି ଟଙ୍କାର କାରବାର, ୪୦ ହଜାର କୋଟି ଟଙ୍କାର ଘାଟାରେ ପଡିଲା ଚୀନ ।
୧୧-ଦିଲ୍ଲୀରେ କରୋନା ନିୟନ୍ତ୍ରଣ ପାଇଁ ଶାହାଙ୍କ ସମୀକ୍ଷା ବୈଠକ : ଦ୍ବିଗୁଣିତ ହେବ ଆର୍‌ଟି-ପିସିଆର ପରୀକ୍ଷା, ବଢିବ ଆଇସିୟୁ ଶଯ୍ୟା ।
୧୨-୨୦୨୧ ମସିହାରେ ବିଶ୍ବରେ ଅନାହାର ଭୟଙ୍କର ରୂପ ନେବ : ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ ମୁଖ୍ୟ ।
୧୩-ଏନଡିଏ ନେତା ଭାବେ ନିତୀଶ କୁମାର ନିର୍ବାଚିତ: ହେବେ ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ  ।

 

Leave A Reply

Your email address will not be published.