ପୁଣି ଅସୁସ୍ଥ ହେଲେ ଅମିତ ଶାହା

0 555

ନୂଆଦିଲ୍ଲୀ,୧୩/୯(ସତ୍ୟସନ୍ଧାନ ଡେସ୍କ )କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପୁଣିଥରେ ଅସୁସ୍ଥ ହୋଇଛନ୍ତି ।ତାଙ୍କୁ ଦିଲ୍ଲୀ ଏମସ୍‌ରେ ଭର୍ତ୍ତି କରାଯାଇଛି । ଶନିବାର ବିଳମ୍ବିତ ରାତିରେ ଗୃହମନ୍ତ୍ରୀ ନିଶ୍ବାସ ଓ ପ୍ରଶ୍ବାସ ନେବାରେ ଅସୁବିଧା ଅନୁଭବ କରିବାରୁ ରାତି ପ୍ରାୟ ୧୧ଟା ସମୟରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ବେଳେ ଅଗଷ୍ଟ ୨ ରେ ଅମିତ ଶାହା କରୋନାରେ ସଂକ୍ରମିତ ହୋଇଥିଲେ ।

 

Leave A Reply

Your email address will not be published.