ପୁଣି ବାଛୁରୀମାରିଲା ବାଘ

0 95

ନୂଆପଡ଼ା,୨୭ା୩(ଏସଏସନିଉଜ) ନୂଆପଡ଼ାଜିଲ୍ଲାରେ ଆଜି ବି ପୁଣି ବାଘଆତଙ୍କ ଦେଖାଦେଇଛି । ସିଲିରିବାହାରାଗାଁରେ ବାଘଟି ଆଜି ଏକ ବାଛୁରୀକୁ ମାରିଖାଇଥିବାର ଜଣାପଡିଛି ।ଯାହାକୁ ନେଇ ଗ୍ରାମବାସୀମାନେ ଆତଙ୍କିତ ହୋଇପଡିଛନ୍ତି ।ଖବରପାଇ ବନବିଭାଗ ଗାଁରେ ପହଁଚିଛି ।
ସପ୍ତାହେହେବ ଆଖପାଖଗାଁରେ ଆତଙ୍କ ଖେଳାଇଛିବାଘ ।

 

Leave A Reply

Your email address will not be published.