ପୁଣି ବାଘ ଆତଙ୍କ

0 171

ଭୁବନେଶ୍ୱର,୨୩ା୩(ଏସଏସନିଉଜ)କିଛିଦିନ ହେଲା ନୂଆପଡାଅଞ୍ଚଳରେ ବାଘଆତଙ୍କ ଦେଖିବାକୁ ମିଳିଛି । ବିଭିନ୍ନସ୍ଥାନରୁ ବାଘର ପାଦଚିହ୍ନ ମିଳିବାସହ ଗାଈବାଛୁରୀ ମାରି ଖାଉଥିବାମଧ୍ୟ ନଜରକୁ ଆସିଛି ।ଆଜି ସକାଳୁସକାଳୁ ବାଘଟି ବାଛୁରୀଟିକୁ ମାରିଖାଇଥିବା ଜଣାପଡିଛି । ସେପଟେ ବନବିଭାଗ ବାଘକୁ ଟ୍ରାକ୍ କରିବାକୁ ଉଦ୍ୟମ ଜାରିରଖିଛି ।

Leave A Reply

Your email address will not be published.