ପୁଣି କାଲିଠୁ ବର୍ଷିବ

0 205

ଭୁବନେଶ୍ୱର,୧୮/୮(ଏସଏସନିଉଜ) ଲଘୁଚାପ ସଂପର୍କରେ ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।ସେ କହିଛନ୍ତି ଯେ,ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତାକାଲି ସକାଳେ ଅବପାତରେ ପରିଣତ ହୋଇପାରେ ।ଆଜିଠୁ ଉପକୂଳ ଓଡ଼ିଶାରେ ବର୍ଷାଆରମ୍ଭ ହେବ । ଆଜି କମ୍ ବର୍ଷା ହେବାସହ ଶୁକ୍ରବାର ଓ ଶନିବାର ବେଶି ବର୍ଷିବ ବୋଲି କହିଛନ୍ତି ।

Leave A Reply

Your email address will not be published.