ତାତିଲେ ଗ୍ରାମବାସୀ

0 188

ଭୁବନେଶ୍ୱର,୧୮/୮(ଏସଏସନିଉଜ) ଅଘୋଷିତ ବିଦ୍ୟୁତ କାଟକୁ ନେଇ ତାତିଛନ୍ତି ବଡ଼ଗଡ଼ ଥାନା ଚାକୁଣ୍ଡା ଗ୍ରାମବାସୀ ।ବିଦ୍ୟୁତ ଚୋରି ରୋକିବା ଓ ବିଲ ସଂଗ୍ରହ କରିବାକୁ ଆସିଥିବା ୧୦ କର୍ମଚାରୀଙ୍କୁ ଅଟକ ରଖିଛନ୍ତି ।୨୦ ବର୍ଷର ପୁରୁଣା ୧୦୦କେଭି ଟ୍ରାନ୍ସଫରମର ବଦଳରେ ନୂଆ ଟ୍ରାନ୍ସଫରମର ବସାଇବାକୁ ଦାବି କରିଛନ୍ତି ।

Leave A Reply

Your email address will not be published.