ପୁଣି ଓଡିଶାରେ ଚାଞ୍ଚଲ୍ୟ

ଭୁବନେଶ୍ୱର,୧୯।୭(ଏସଏସନିଉଜ)ନିମାପଡାରୁ ଆସିଲା ଜଘନ୍ୟ କାଣ୍ଡର ନଗ୍ନଚିତ୍ର ।ରାସ୍ତାରେ ଗଲାବେଳେ +2 ଦୁତୀୟବର୍ଷର ଛାତ୍ରୀକୁ ପେଟ୍ରୋଲଢାଳି ନିଆଁ ଲଗାଇ ମାରିବାକୁ ଉଦ୍ୟମ କରାଯାଇଛି।ନିଆଁ ଲଗାଇଥିବା୩ ଦୁବୃର୍ତ୍ତ ଘଟଣା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।ଖବର ପାଇ ବଳଙ୍ଗାଥାନା ପୋଲିସ ପହଂଚି ତନାଘନା ଆରମ୍ଭ କରିଛି। ଅନ୍ୟପଟେ ବହୁତ ଜଲଦି ଧାରା ହେବେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦେଲେ ନିର୍ଦେଶ ଦେଇଛନ୍ତି ପୁରୀ ଏସପି ।ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତର ଖାନାରେ ଭର୍ତ୍ତି କରିବା ସହ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଥିବାର ଜଣାପଡିଛି।

- Advertisement -

Leave A Reply

Your email address will not be published.