ପୁଣି ସିମେଂଟ ଗୋଦାମରେ ରେଡ୍

0 362

କଟକ,୨୨/୧୨(ଏସଏସନିୟୁଜ) ତେଲ,ଘିଅ ପରେ ଏବେ ସିମେଂଟ ଅପମିଶ୍ରଣ ହେଉଥିବାର ଧରିଛି ପୋଲିସ ।ଜଗଗତପୁର ଅଂଚଳରୁ ଏକ ସିମେଂଟ ଗୋଦାମ ଉପରେ ପୋଲିସ ଚଢାଉକରିଛି । ବହୁଦିନଧରି ପରିତ୍ୟକ୍ତ ତଥା ଅଦରକାରୀ ସିମେଂଟ ଗଛିତ ଥିବାବେଳେ ତାକୁ ଜଗତପୁର ଥାନା ପୋଲିସ ଜବତ କରିଛି ।ଏହି ଗଏାଦାମରେ ୨୦୦୦ମସିହାର ସିମେଂଟ ମଧ୍ୟ ରହିଥିଲା ।ଏହା ସହ ଦୁଇଜଣଙ୍କୁ ଅଟକ ରଖିଥିବାର ଜଣାପଡିଛି ।

Leave A Reply

Your email address will not be published.