କରୋନା ପାଈଁ ମହାଧୂନୀ

0 420

ଚୈଦ୍ବାର,୨୨/୧୨(ଏସଏସନିୟୁଜ)କୋରନା ସାରା ବିଶ୍ବ ରେ ତାର କାୟା ବିସ୍ଥାର କରିଚାଲିଛ । କୋରନ କବଲରୁ ରକ୍ଷା ପାଈବା ପାଈଁ ସାରା ବିଶ୍ବ ଆଜି ଚେଷ୍ଟା କରୂଛନ୍ତି। ଆଜି ଚୈଦ୍ବାର ର ମଙ୍ଗଳପୁର ଗ୍ରାମ ର ଅଲେଖ ଟୁଙ୍ଗି ରେ ସାରା ବିଶ୍ବ କୁ କୋରନା ରୁ ରକ୍ଷା କରିବା ପାଈଁ ବାବା ବିଷ୍ଣୁ ଦାସ ଙ୍କ ଅବାହାନରେ ଏକ ମହାଧୂନୀ ଅନୁଷ୍ଠିତ କରାଯାଈଥିଲା । ଏଥେରେ ବହୁ ପରିମାଣରେ ଅଲେଖ ଧର୍ମ ର ଲୋକମାନେ ଯୋଗ ଦେଇଥିଲେ । ମଙ୍ଗଳପୁର ଗ୍ରାମ ର ସମସ୍ତ ଗ୍ରାମବାସୀ ମାନେ ଯୋଗଦାନ କରିଥିଲେ।ଆକୁଳିଚରଣ ନାୟକ ବାଉରିବବ୍ଦୁ ଜେନା ପଞୁ ଜେନା ଭାଗବତ ଜେନା ନୀର ମହାନ୍ତି ବୈକୁଣ୍ଠ ନାୟକ ଦୟାନିଧୀ ନାୟକ ନରେନ୍ଦ୍ର ନାୟକ ଦିବ୍ୟଜୋତି ନାୟକ ରାଜେନ୍ଦ୍ର ନାୟକ ରବିନ୍ଦ୍ର ନାୟକ
କାଳନ୍ଦି ସାହୁ   ପବ୍ରିତ୍ର ସାମଲ ପ୍ରଞାନନ ନାୟକ ରମେଶ ନାୟକ ବନମାଳି ନାୟକ ରମେଶ ସାହୁ କୃଷ୍ଣଚନ୍ଦ୍ର ମହାନ୍ତି ବାବୁଲି ବାରିକ ଅଖି ସାମଲ ଶିବାଶିଷ ବେହେରା ଅଲେଖ ରାଉତ କୁନା ମହାପ୍ରାତ ଗ୍ରାମବାସୀ ମାନେ ମହାଧୂନୀ କାଯ୍ୟ ରେ ସାହାଯ୍ୟ କରିଥିଲେ। (ଚୈଦ୍ବାରରୁ ଶ୍ରୀକାନ୍ତ ଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.