ପୁଣି IPLରେ ଖେଳିବେ ଓଡିଆ ଖେଳାଳି

0 320

ଭୁବନେଶ୍ବର ,୨୨/୧(ଏସଏସନିୟୁଜ)ପୁଣି ସାମିଲ ହେବେ ଓଡିଆ ଖେଳାଳି I IPLରେ ଖେଳିବେ I ଏଥି ପାଇଁ BCCIକୁ ୬ ଓଡ଼ିଆ ଖେଳାଳିଙ୍କ ନାଁ ସୁପାରିସ କରିଛି OCA I ସେହିଓଡିଆ ଖେଳାଳି ହେଉଛନ୍ତି ରାଜେଶ ଧୂପର, ପପୁ ରାୟ, ଶୁଭ୍ରାଂଶୁ ସେନାପତି, ରାଜେଶ ମହାନ୍ତି, ଗୌରବ ଚୌଧୁରୀ ଓ ତାରିଣୀ ସ I ଏମାନଙ୍କ ନାଁ ସୁପାରିସ କରାଯାଇଥିବା ନେଇ ସୂଚନା ଦେଲେ OCA CEO ସୁବ୍ରତ ବେହେରା I

Leave A Reply

Your email address will not be published.