ପୁଣି ଜେରା ହେବ

0 142

ଭୁବନେଶ୍ୱର,୨୧/୯(ଏସଏସ ନିଉଜ)୨୦୦ କୋଟି ଠକେଇ ମାମଲାରେ ଆଜି ଜ୍ୟାକିଲିନ ଫର୍ଣ୍ଣାଣ୍ଡିଜଙ୍କୁ ପୁଣି ଜେରା ହେବ।
ଅଭିନେତ୍ରୀଙ୍କୁ ଜେରା କରିବ ଦିଲ୍ଲୀ ପୋଲିସ। ଫ୍ୟାସନ ଡିଜାଇନର ଲିପାକ୍ଷୀଙ୍କୁ ମଧ୍ୟ ଜେରା ହେବ।

Leave A Reply

Your email address will not be published.