ପୁଣି ମିଳିଛି ବାଘପାଦଚିହ୍ନ

0 139

ସୁନ୍ଦରଗଡ,୬।୩(ଏସଏସ ନିଉଜ)ସୁନ୍ଦରଗଡଯାହାକୁ ନେଇ ଗାଁଲୋକ ମାନେ ଭୟଭୀତ ହୋଇ ପଡିଛନ୍ତିlସୁନ୍ଦରଗଡଜିଲ୍ଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅଞ୍ଚଳରୁ ବାଘର ପାଦଚିହ୍ନ ପଡିଥିବାର ଆଜି ସକାଳୁ ଗାଁ ଭିତରେ ଦେଖିବାକୁ ମିଳିଛି ।ଏନେଇ ବନବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ସେପଟେ ଗାଁ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

Leave A Reply

Your email address will not be published.