ପୂର୍ବତନସରପଞ୍ଚଙ୍କ ସହ ତିନିଜଣଙ୍କୁ ମରଣାନ୍ତକ ଆକ୍ରମଣ

0 266

ବ୍ରହ୍ମପୁର,୭/୬(ଏସଏସନିଉଜ) ଶୀତଳଷଷ୍ଠୀ ଯାତ୍ରା ଚାଲିଥିବା ବେଳେ ବଚସାକୁ ନେଇ ପୂର୍ବତନ ସରପଞ୍ଚଙ୍କ ସମେତ ତିନିଜଣଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରାଯାଇଛି ।ଏହିଭଳି ଘଟଣା ଗଞ୍ଜାମ ଜିଲ୍ଲା ସଦର ଥାନା ଅନ୍ତର୍ଗତ ମସିହାଖାଲି ଗ୍ରାମରେ ଘଟିଛି । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

 

 

Leave A Reply

Your email address will not be published.