ଟିକେଟ୍ କିଣିଲେ କଟକ ମେୟର

0 388

କଟକ,୭/୬(ଏସଏସନିଉଜ) କଟକ ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୧୨ ତାରିଖରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ହେବ । ମ୍ୟାଚ୍ ପାଇଁ ପ୍ରସ୍ତୁତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜିଠାରୁ ମ୍ୟାଚ ପାଇଁ ସକାଳ ୧୦ ଟାରୁ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଛି । ମଙ୍ଗଳବାର ଏବଂ ବୁଧବାର ପ୍ରଥମେ ଓସିଏ ସହ ଅନୁବନ୍ଧିତ ଥିବା ସ୍କୁଲ, କଲେଜ, କ୍ଲବ ଆଦିଙ୍କୁ ଆଜି ଟିକେଟ ବିକ୍ରି କରାଯିବ । ଏହାପରେ ୯ ଏବଂ ୧୦ ତାରିଖରେ ଦର୍ଶକଙ୍କ ପାଇଁ ଅଫଲାଇନରେ ଟିକେଟ ମିଳିବ । ଏହି ଚାରିଦିନରେ ମୋଟ ୮ ହଜାର ଟିକେଟ୍ ଅଫଲାଇନରେ ବିକ୍ରି କରାଯିବ ।ତେବେ ଆଜି କଟକ ମେୟର ସୁବାଷ ସିଂ ଟିକେଟ୍ କିଣିଛନ୍ତି ।

 

Leave A Reply

Your email address will not be published.