ପୁରୀରେ ବୋମାମାଡ଼

0 61

ପୁରୀ,୧୬ା୩(ଏସଏସନିଉଜ) ପୁଣି ପୁରୀରେ ବୋମାମାଡ଼ ହୋଇଛି। ବାଲିଘାଟ ନିକଟ ଭୁଦାନ ଛକରେ ଏହି ବୋମାମାଡ଼ ହୋଇଛି ।ଦୁର୍ବୁତମାନେ ସୁବ୍ରତ କୁମାର ଦୀକ୍ଷିତଙ୍କ ଗାଡ଼ି ୱାର୍କସପ୍ ଉପରକୁ ବୋମାମାଡ଼ କରିଛନ୍ତି ।ଯାହାଫଳରେ ୱାର୍କସପରେ କାମ କରୁଥିବା ଚାରିଜଣ କର୍ମଚାରୀ ଗୁରୁତର ହୋଇ ଚିକିସ୍‌ାପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ବୋମାମାଡ଼ କରିଥିବା ସୂଚନା ମିଳିଥିବାବେଳେ ଖବରପାଇ
ତାଳବଣିଆ ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତଆରମ୍ଭ କରିଛି ।

Leave A Reply

Your email address will not be published.