କ୍ୱାରେଣ୍ଟାଇନରେ ୭୦ ଡାକ୍ତର, ଭିମସାରର ଓପିଡି ୧୨ ଯାଏ ବନ୍ଦ

0 354

ସମ୍ବଲପୁର୬/୮(ଏସ୍‌.ଏସ୍‌.ନିୟୁଜ) ମଙ୍ଗଳବାର ଭିମସାରର ମେଡିସିନ ବିଭାଗର ୯ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଛି ।ଫଳରେ ମେଡିସିନ ବିଭାଗର ଓପିଡି ବନ୍ଦ କରାଯାଇଥିଲା।ମେଡିସିନ ବିଭାଗର ୩୮ ଡାକ୍ତରଙ୍କ ସହ ୭୦ ଜଣ କ୍ୱାରେଣ୍ଟାଇନରେ ରହିବେ। ଏଣୁ ଗୁରୁବାରଠାରୁ ଆସନ୍ତା ୧୨ ତାରିଖ ଯାଏ ମେଡିସିନ ବିଭାଗ ଓପିଡି ବନ୍ଦ ରହିବ। ଓପିଡିକୁ ଆସୁଥିବା ରୋଗୀ ଜେନେରାଲ ଓପିଡିରେ ଦେଖାଇବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଇଛନ୍ତି ଭିମସାର ନିର୍ଦ୍ଦେଶକ ଡାକ୍ତର ଲଳିତ କୁମାର ମେହେର।

Leave A Reply

Your email address will not be published.