ରବିବାରଠୁ ଖୋଲିବ ପାର୍କ

0 303

ଭୁବନେଶ୍ୱର,୨୩/୫(ଏସଏସନିୟୁଜ)ରବିବାରଠୁ ଭୁବନେଶ୍ୱରରେ ସମସ୍ତ ପାର୍କ ଖୋଲିବ । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ବିଜ୍ଞପ୍ତି ଅନୁସାରେ, ସକାଳ ୭ରୁ ୧୦ଟା ଯାଏଁ ସମସ୍ତ ପାର୍କ ଖୋଲିବ । ତେବେ ପାର୍କରେ ସାମାଜିକ ଦୂରତା ଉପରେ ନଜର ରଖାଯିବ । ସେହିପରି ମାସ୍କ ପିନ୍ଧିବାକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି ।

Leave A Reply

Your email address will not be published.