ରାଜଧାନୀର ବନ୍ଦ ରହିବ ସବୁ ଧାର୍ମିକ ଅନୁଷ୍ଠାନ

0 246

ଭୁବନେଶ୍ୱର,୨୦/୪(ଏସଏସନିୟୁଜ) ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସଂକ୍ରମଣ ଚେନ୍ ଭାଙ୍ଗିବା ପାଇଁ ବିଏମସି ପକ୍ଷରୁ ଧାର୍ମିକ ଅନୁଷ୍ଠାନ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଫଳରେ ଭକ୍ତ ମାନେ ଏଣିକି କୌଣସି ଧାର୍ମିକ ଅନୁଷ୍ଠାନକୁ ଯାଇପାରିବେ ନାହିଁ ଓ ସେମାନଙ୍କ ପ୍ରବେଶ ଉପରେ ରୋକ ଲଗାଇଛି ବିଏମସି । କେବଳ ମାତ୍ର ନୀତିକାନ୍ତି ହେବାକୁ ନେଇ ଅନୁମତି ଦିଆଯାଇଛି । କରୋନାର ପ୍ରଭାବ ଏବେ ଧର୍ମାନୁଷ୍ଟାନ ଉପରେ ପଡିଛି ।ଗତବର୍ଷ ପ୍ରଥମଲହର ଯୋଗୁ ଧର୍ମାନୁଷ୍ଠାନ ସବୁକୁ ବନ୍ଦ କରା୍‌ାଇଥିଲା ।

 

Leave A Reply

Your email address will not be published.