ରାଜସ୍ଥାନରେ ଟ୍ରେନ୍ ଦୁର୍ଘଟଣା

0 103

ଭୁବନେଶ୍ୱର,୨ା୧(ଏସଏସନିଉଜ)ଧାରଣା ତଳକୁ ଖସିଲା ସୂର୍ୟ୍ୟନଗରୀ ଏକ୍ସପ୍ରେସର ୧୧ଟି ବଗି ।ଗତକାଲି ରାତି ପ୍ରାୟ ୩.୨୭ ମିନିଟରେ ଯୋଧପୁର ଡିଭିଜନର ରାଜକିୟାବାସ-ବୋମଦାର ସେକ୍ସନ ମଧ୍ୟରେ ରେଳ ଦୁର୍ଘଟଣା ହୋଇଛି । ବାନ୍ଦ୍ରାରୁ ଯୋଧପୁର ଯାଉଥିବା ବେଳେ ଭୋର୍ ସମୟରେ ଏହି ଦୁର୍ଘଟଣାଘଟିଛି । ଏହି ରେଳ ଦୁର୍ଘଟଣାରେ ୧୦ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତିକରାଯାଇ ଚିକିତ୍ସା କରାଯାଉଛି । ଦୁର୍ଘଟଣାସ୍ଥଳରେ ଉଚ୍ଚସ୍ତରୀୟ ଟିମ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।ତେବେ ଏହି ଟ୍ରେନରେ ପ୍ରାୟ ୧୫୦ରୁ ଅଧିକ ସ୍କାଉଟ୍ ଓ ଗାଇଡର ଛାତ୍ରଛାତ୍ରୀ ଯାତ୍ରା କରୁଥିଲେ ।

Leave A Reply

Your email address will not be published.