ରାଜ୍ୟ ବିଜେପିର ପ୍ରତିକ୍ରିୟା

0 136

ଭୁବନେଶ୍ୱର,୨୨/୬(ଏସ ଏସ ନିଉଜ)ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ରାଜ୍ୟ ବିଜେପି ତାର ପ୍ରତିକ୍ରିୟା ରଖିଛି ।ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ପ୍ରେସମିଟରେ କହିଛନ୍ତି ଯେ, ମୋଦି ସରକାର ଓଡ଼ିଶାକୁ ଭଲ ପାଇବାର ଅନେକ ଉଦାହରଣ ଛାଡ଼ିଛନ୍ତି ।ଏବେ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରି ଭଲପାଇବାର ଶ୍ରେଷ୍ଠ ଉଦାହରଣ ଦେଇଛନ୍ତି ।ମୋଦିଙ୍କ ୮ ବର୍ଷର ଶାସନରେ ଓଡ଼ିଶାକୁ ବାରମ୍ବାର ସମ୍ମାନିତ କରାଯାଇଛି ।ପ୍ରଥମ ପାଳିରେ ଜଣେ ସାଂସଦ ଥାଇ ଓଡ଼ିଶାରୁ ୨ କେନ୍ଦ୍ରମନ୍ତ୍ରୀ ହୋଇଥିଲେ ବୋଲି କହିଛନ୍ତି ।

Leave A Reply

Your email address will not be published.