ରାଜ୍ୟ ପାଇଁ ଖୁସି ଖବର

0 264

ଭୁବନେଶ୍ୱର,୧୦/୪(ଏସ୍‌ଏସ୍‌ନିୟୁଜ)କରେନା କୁ ନେଇ ଭଲ ଖବର । ରାଜ୍ୟରେ ସୁସ୍ଥ ହେଲେ ୧୦ଜଣ କରୋନା ଆକ୍ରାନ୍ତ । ଚିକିସ୍‌ାପରେ ଟେଷ୍ଟ ନେଗେଟିଭ୍ ବୋଲି ଜଣାପଡିଲା । ୫ଜଣ ଭୁବନେଶ୍ୱରର,ଭଦ୍ରକର୨ଜଣ,କଟକ ଓ ଯାଜପୁର,ପୁରୀର ଜଣେ ଲେଖା ରୋଗୀ ସୁସ୍ଥ ହୋଇଥିବାର ଟ୍ୟୁଟ୍ କରି ସୁଚନା ଦେଲେ ସ୍ୱାସ୍ଥ୍ୟବିଭାଗ । ଏହି ଅବସରରେ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଏମାନଙ୍କ ଚିକିସ୍‌ା ଦାୟିତ୍ୱରେ ଥିବା ଡାକ୍ତର ଓ ଅନ୍ୟକର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଯାଇଛି ।

Leave A Reply

Your email address will not be published.