ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ହସ୍‌ପିଟାଲରେ ଭର୍ତ୍ତି

0 292

ଭୁବନେଶ୍ୱର,୨୩/୭(ଏସଏସନିୟୁଜ)ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅସୁସ୍ଥ, ଘରୋଇ ହସ୍‌ପିଟାଲରେ ଭର୍ତ୍ତି ,ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଆପଲୋ ହସ୍‌ପିଟାଲରେ ରାଜ୍ୟପାଳଙ୍କ ରୁଟିନ୍ ଚେକଅପ୍ ଚାଲିଛି। ତେବେ ରାଜ୍ୟପାଳଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ରହିଥିବା ଜଣାପଡ଼ିଛି।

Leave A Reply

Your email address will not be published.