ରାଜ୍ୟରେ ୬୦୭୩ ଆକ୍ରାନ୍ତ ଚିହ୍ନଟ,୧୦ ମୃତ୍ୟୁ

0 372

ଭୁବନେଶ୍ୱର,୨୭/୪(ଏସଏସନିୟୁଜ) ରାଜ୍ୟରେ ୨୪ ଘଂଟାରେ ୬୦୭୩ ସଂକ୍ରମିତ ଚିହ୍ନଟ ହୋଇଚନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୩୮୨୭ କ୍ୱାରେଣ୍ଟିନରେ ଥିବାବେଳେ ୨୭୭୨ ଲୋକାଲ କଣ୍ଟାକ୍ଟ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ କହିଛି। ଆଜି । ଅନୁଗୁଳରୁ୨୩୯,ବାଲେଶ୍ୱରରୁ୭୮.ବରଗଡରୁ ୨୮୬,ଭଦ୍ରକରୁ ୬୫,ବଲାଙ୍ଗିରରୁ୪୫୭,ବୈାଦ୍ଧରୁ୬୪,କଟକରୁ୧୯୮,ଦେଓଗଡରୁ୩୬,ଢେଙ୍କାନାଳରୁ୧୨,ଗଜପତିରୁ୭୯,ଗଞାମରୁ୨୦୯,ଜଗତସିଂହପୁରରୁ୬୨,ଯାଜପୁରରୁ୧୦୭,ଝାରସୁଗୁଡାରୁ୩୫୯,କଳାହାଣ୍ଡିରୁ୨୭୭,କନ୍ଦମାଳରୁ୩୪,କେନ୍ଦ୍ରାପଡାରୁ୬୪,କେଉଁଝରରୁ୨୬୬,ଖୋର୍ଦ୍ଧାରୁ୧୦୯୨,କୋରାପୁଟରୁ୭୬,ମାଲକାନଗିରିରୁ୨୯,ମୟୁରଭଞରୁ୧୪୯,ନବରଙ୍ଗପୁରରୁ୨୦୬,ନୟାଗଡରୁ୧୧୦,ନୁଆପଡାରୁ୪୦୦,ପୁରୀରୁ୨୨୬,ରାୟଗଡାରୁ୭୭,ସମ୍ବଲପୁରରୁ୧୫୮,ସୋନପୁରରୁ୭୪,ସୁନ୍ଦରଗଡରୁ୩୭୧ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ୍ ପୁଲରୁ ୨୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇ ଥିବା ଏହି ନୂଆ ଆକ୍ରାନ୍ତ ଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୦୯୨ , ଥିବାର ଜଣାପଡିଛି ।ସେହିଭଳିଭାବେ ଆଜି କରୋନାରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୪ ଜଣ, ସୁନ୍ଦରଗଡ଼ରୁ ୩ ଜଣ, ରାୟଗଡ଼ାରୁ ୨ ଜଣ, ବୌଦ୍ଧରୁ ଜଣେ ରହିଥିବା ଜଣାପଡ଼ିଛି ।ଏହାକୁ ମିଶାଇ ରାଜ୍ୟର ମୋଟ ମୃତ୍ୟୁ ସଂଖ୍ୟା ୨୦୦୭କୁ ବୃଦ୍ଧି ପାଇ ଥିବାନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.