ରାଜ୍ୟରେ ଜାରି ରହିଛି ଶୀତ ଲହରୀ

0 213

ଭୁବନେଶ୍ବର,୧୭/୧(ଏସଏସନିୟୁଜ)ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ବିଭିନ୍ନ ସ୍ଥାନରେ ପାରଦ ଖସିଛି । କିଛି ଦିନର ଲୁଚକାଳି ଖେଳ ପରେ ପୁଣି ବଢ଼ିଛି ଥଣ୍ଡା । ବିଶେଷକରି ପଶ୍ଚିମ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ସେଲସିୟସ୍ କମିଛି। ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରୀ ସେଲସିୟସ୍ରେ ପହଞ୍ଚିଛି । ରାଜ୍ୟରେ ୫ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ତଳକୁ ଖସି ଥିବା ବେଳେ ଆହୁରି ଦୁଇ ଦିନ ଏଭଳି ଥଣ୍ଡା ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

Leave A Reply

Your email address will not be published.