ରାସ୍ତାରେ ଓଲଟିପଡିଲା ହାଇୱା

0 105

ମେଣ୍ଢାଶାଳ, ୭ା୭(ଏସଏସନିଉଜ)ଦାରୁଠେଙ୍ଗଗାଁ ନିକଟ ଜୁଝଗଡ଼ଠାରେ ବାରଙ୍ଗପଟୁ ବାଲିନେଇ ଚନ୍ଦକା ଆଡେ ଆସୁଥିବା ଓଡି୦୨-ଏକ୍ୟୁ-୪୭୭୫ନଂ ହାଇୱାଟି ଶୁକ୍ରବାର ଅପରାହ୍ନରେ ରାସ୍ତା ଉପରେ ଓଲଟିପଡିଛି ।ଦ୍ରୁତଗତିରେ ଆସୁଥିବାବେଳେ ହାଇୱାଟି ଭାରସମ୍ୟହରାଇ ରାସ୍ତାଉପରେ ଓଲଟିପଡିଥିଲା ।ଏହିସମୟରେ ସେହିରାସ୍ତାରେ ଯାଉଥିବା ଏକ ବାଇକ ଚାଳକ ଶୈାଭାଗ୍ୟବଶତଃ ବଂଚିଯାଇଥିଲେ ।ଦୁର୍ଘଟଣାପରେ ସ୍ଥାନୀୟ ଲୋକମାନେ ଆହତ ହୋଇଥିବା ହାଇୱା ଚାଳକ ଓ ହେଲପରକୁ ଉଦ୍ଧାର କରି ଚିକିସ୍‌।ପାଇଁ ଡାକ୍ତରଖାନାକୁ ପଠାଇଛନ୍ତି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.