ଭୁବନେଶ୍ଵର,୧୮।୧୦(ଏସଏସନିଉଜ)ରାତି୯ଟା ପରେ ଫୁଟିବନି ବାଣ।ରାଜଧାନୀରେ ରାତି ୯ଟା ପରେ ଫୁଟିବନି ବାଣ।ରାତି ୯ଟା ପରେ ବାଣ ଫୁଟାଇଲେ ହେବ ଆକ୍ସନ।ଦୀପାବଳି ପାଇଁ କମିଶନରେଟ ପୋଲିସ ପକ୍ଷରୁ ଗାଇଡ୍ଲାଇନ ଜାରି କରାଯାଇଛି।ସବୁଜବାଣ ଫୁଟାଇବାକୁ ଲୋକଙ୍କୁ ଅନୁରୋଧ କଲେ କମିଶନରେଟ ପୋଲିସ।ଲୋକାଲ ବାଣ ଫୁଟାଇଲେ ଆକ୍ସନ ନେବ ପୋଲିସ ବୋଲି କୁହାଯାଇଛି।
