ରାୟଗଡ଼ା ଓ କୋରାପୁଟରେ ମୃଦୁଭୂମିକମ୍ପ

0 122

ଭୁବନେଶ୍ୱର,୩।୩(ଏସଏସ ନିଉଜ)ଆଜି ଭୋର୫.୫ମିନିଟ ସମୟରେ ଓଡ଼ିଶାର ରାୟଗଡ଼ା ଓ କୋରାପୁଟରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି| ଭୂକମ୍ପର ତୀବ୍ରତା ୩.୮ ରହିଛି। ଵିଶେଷ କରି ରାୟଗଡ଼ା ଜିଲ୍ଲା ସମେତ କୋରାପୁଟର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ମଧ୍ୟ ଭୂମିକମ୍ପ ଅନୁଭବ କରିଛନ୍ତି ଲୋକେ। ଏ ନେଇ କିଛି ସମୟ ଲାଗି ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଚାଲି ଆସିଥିବାର ଜଣାପଡିଛି।

Leave A Reply

Your email address will not be published.