ରିପୋର୍ଟ କାର୍ଡ ପ୍ରକାଶ କଲେ ଅପରାଜିତା

0 287

ଭୁବନେଶ୍ୱର,୨୧/୬(ଏସ ଏସ ନିୟୁଜ) ସାଂସଦ ଅପରାଜିତା ଷଡ଼ଙ୍ଗୀ ୨ୟ ବର୍ଷର ରିପୋର୍ଟ କାର୍ଡ ପ୍ରକାଶ କରିଛନ୍ତି। ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ କଣ କରିଛନ୍ତି, ତାହା ପ୍ରକାଶ କରିଛନ୍ତି। ମହାମାରୀରେ କରିଥିବା କଲ୍ୟାଣମୂଳକ କାର୍ଯ୍ୟର ହିସାବ ଦେବା ସହ ୨ୟ ବର୍ଷରେ ସଂସଦରେ ଶହେ ପ୍ରତିଶତ ଉପସ୍ଥାନ ସ୍ପଷ୍ଟ କରିଛନ୍ତି ଷଡ଼ଙ୍ଗୀ ।

Leave A Reply

Your email address will not be published.