ରିମାଣ୍ଡରେ ଆସିବ ପୁରୁଷବନ୍ଧୁ

0 139

ଭୁବନେଶ୍ୱର,୭/୯(ଏସଏସନିଉଜ)ଭୁବନେଶ୍ୱର ଶାସ୍ତ୍ରୀନଗର ଶୁଭଶ୍ରୀ ମହାପାତ୍ର ଆତ୍ମହତ୍ୟା ଘଟଣାରେ ଅଭିଯୁକ୍ତ ପୁରୁଷବନ୍ଧୁ ଚିତ୍ତରଞ୍ଜନ ଜେନାକୁ ରିମାଣ୍ଡରେ ଆଣିବ କମିସନରେଟ ପୋଲିସ ।ଦୁଇ ଦିନ ରିମାଣ୍ଡରେ ଆଣି ପ୍ରମାଣ ଖୋଜିବ ପୋଲିସ ।ଆତ୍ମହତ୍ୟା ପାଇଁ ପ୍ରବର୍ତାଇବା ଓ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଚିତରଞ୍ଜନକୁ ଗିରଫ କରିଥିଲା ପୋଲିସ ।

Leave A Reply

Your email address will not be published.