ରନ୍‌ଓ୍ବେରୁ ଖସିଲା ଇଣ୍ଡିଗୋ ବିମାନ

0 293

ଭୁବନେଶ୍ୱର,୨୯/୭(ଏସ ଏସ ନିଉଜ)ଜୋରହାଟରେ ରନ୍‌ଓ୍ବେରୁ ଖସିଲା ଇଣ୍ଡିଗୋ ବିମାନ ।କୋଲକାତା ଆସିବା ସମୟରେ ରନ୍‌ଓ୍ବେରୁ ଖସିଯାଇଥିଲା।ଟେକଅଫ୍‌ ବେଳେ ରନ୍‌ଓ୍ବେରୁ ଖସିପଡିଲା ବିମାନ। ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବାବେଳେ ଘଟଣାର ତଦନ୍ତ ପାଇଁ ସ୍ବତନ୍ତ୍ର ଟିମ୍‌ ଗଠିତ ହୋଇଛି ।

Leave A Reply

Your email address will not be published.