ସାକ୍ଷୀଗୋପାଳ ମନ୍ଦିରରେ ୧୪୪

0 189

ସାକ୍ଷୀଗୋପାଳ, ୧୩/୧(ଏସଏସନିୟୁଜ)କୋଭିଡ ସଂକ୍ରାମିତଙ୍କ ସଂଖ୍ୟା ଯେଉଁଭଳିଭାବେ ବୃଦ୍ଧି ପାଉଛି ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନଙ୍କ ନିର୍ଦ୍ଦେଶକ୍ରମେ ସତ୍ୟବାଦୀ ତହସିଲ ପକ୍ଷରୁ ମକରସଂକ୍ରାନ୍ତି ପର୍ବ ଅବସରରେ ସାକ୍ଷୀଗୋପାଳ ମନ୍ଦିରରେ ୧୪୪ ଜାରି କରାଯାଇଛି । ପରମ୍ପରାଅନୁଯାୟୀ ମକରସଂକ୍ରାନ୍ତି ଦିନ ଠାକୁରଙ୍କ ପାଖରେ ଚାଉଳ ଭୋଗ ହୋଇଥାଏ ।ଏଣୁ ଏହିଦିନ ମନ୍ଦିରରେ ଭକ୍ତଙ୍କର ଗହଳି ଲାଗିଥାଏ । ଠାକୁରଙ୍କ ସମସ୍ତ ନୀତିକାନ୍ତି କରାଯିବାସହ କୌଣସି ଭକ୍ତଙ୍କୁ ମନ୍ଦିର ମଧ୍ୟକୁ ଛଡାଯିବ ନାହିଁ ବୋଲି କୁହାଯାଇଛି ।

Leave A Reply

Your email address will not be published.