ବନ୍ଧୁକ ମୁନରେ ଲୁଟିଲେ

0 257

ବଲାଙ୍ଗୀର,୧୪/୧(ଏସଏସନିୟୁଜ)ସଇଁନ୍ତଲା ଥାନା ଡୁଙ୍ଗୁରିପାଳି ଗ୍ରାମର ବ୍ୟବସାୟୀ ଅଜିତ ସାହୁଙ୍କ ଘରେ ଗତକାଲି ବିଳମ୍ବିତ ରାତି ରେ ଡକାୟତି ହୋଇଯାଇଛି । ମୁଖାପିନ୍ଧା ୬ ଜଣ ଦୁର୍ବୁତ ବନ୍ଧୁକ,ମାରଣାସ୍ତ୍ର ଦେଖାଇ ବ୍ୟବସାୟୀଅଜିତ ସାହୁଙ୍କ  ଆକ୍ରମଣ କରି ଘରୁ ନଗଦ ୬ ଲକ୍ଷ ଟଙ୍କା ଓ ୧୦ଭରି ସୁନା ଅଳଙ୍କାର ନେଇ ଥିବା ଥାନାରେ ଅଭିଯୋଗ ହୋଇଛି ।ଅଭିଯୋଗପରେ ପେଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.