ସମସ୍ତେ ନେଗେଟିଭ

0 824

ଡେଲାଙ୍ଗ ୧୫ ।୧୦(ଏସଏସନିୟଜ) ଗୁରୁବାର ମଧ୍ୟାନରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୋଭିଡ ନିୟନ୍ତ୍ରଣ ପକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ ୩୫ଜଣ ଙ୍କ କୋଭିଡ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ବେଳେ ସମସ୍ତଙ୍କ ରିପୋର୍ଟ ନେଗେଟିଭ ରହିଛି । ଡେଲାଙ୍ଗ ବ୍ଲକରେ ମୋଟ ୩୩୪ଜଣ କୋଭିଡ ଆକ୍ରାନ୍ତ ହୋଇଥିଲା ବେଳେ ୩୫ ଜଣ ସ୍ୱଗୃହ ସଂଗରୋଧରେ ଓ ୨ଜଣ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ଅନ୍ୟମାନେ ସୁସ୍ଥ ହୋଇ ସ୍ୱାଭାବିକ ଜୀବନ ଯାପନ କରୁଛନ୍ତି । ଅଦ୍ୟାବଧି ୫୪୭୫ ଜଣଙ୍କ ସ୍ୱାବସଂଗ୍ରହ ପୂର୍ବକ କୋଭିଡ ପରୀକ୍ଷା କରାଯାଇଛି । ଆଜି ମଧ୍ୟାନ ସୁଧା ସଂକ୍ରମଣ ହାର ୬.୧୦ ପ୍ରତିଶତ ରହିଛି । ସୋମବାର ଏହା ୬.୧୩ ପ୍ରତିଶତ ରହିଥିଲା ।(ଡେଲାଙ୍ଗରୁ ଚିତଜେନା ଙ୍କ ଋପୋର୍ଟ )

Leave A Reply

Your email address will not be published.