ସମ୍ପତ୍ତିତାଲିକା ପ୍ରକାଶ କଲେ ରାଜ୍ୟସଭାପ୍ରାର୍ଥୀ

0 374

ଭୁବନେଶ୍ୱର,୧/୬(ଏସ ଏସ ନିଉଜ)ସମ୍ପତ୍ତିତାଲିକା ପ୍ରକାଶ କରିଛନ୍ତି ରାଜ୍ୟସଭାପ୍ରାର୍ଥୀ ।ମାନସ ମଙ୍ଗରାଜଙ୍କ ନାଁରେ ୩ କୋଟିର ସମ୍ପତ୍ତି ଥିବାବେଳେ ପତ୍ନୀଙ୍କ ନାଁରେ ୪.୮ କୋଟିର ସମ୍ପତ୍ତି ରହିଛି । ସୁଲତା ଦେଓଙ୍କ ନାଁରେ ୧.୧ କୋଟିର ସମ୍ପତ୍ତି ରହିଥିବା ବେଳେ ସ୍ବାମୀଙ୍କ ନାଁରେ ୫୮ ଲକ୍ଷର ସମ୍ପତ୍ତି ରହିଛି ।ସେହିଭଳି ଭାବେ ସସ୍ମୀତ ପାତ୍ରଙ୍କ ସମ୍ପତ୍ତିର ମୂଲ୍ୟ ୧ କୋଟି ଟଙ୍କା ହୋଇଥିବା ବେଳେ ପତ୍ନୀଙ୍କ ନାଁରେ ୧.୫ କୋଟିର ସମ୍ପତ୍ତି ରହିଥିବାର ପାର୍ଥିମାନେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.