ସଂକ୍ଷେପରେ ଆଜିର ଖବର

0 556

୧- ଭଞନଗର –କରୋନା ସର୍ତକତା ଲକଡାଉନ ନିୟମ ଭାଙ୍ଗି ଗିରଫ ହେଲେ ୧୯ ।
୨-୮୦କୋଟି ଲୋକଙ୍କୁ ଶସ୍ତାରେ ଚାଉଳ ଓ ଗହମ ଯୋଗାଇବେ କେନ୍ଦ୍ରସରକାର ।
୩- ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା- ଡାକ୍ତର,ନର୍ସ.ପାରାମେଡିକାଲକର୍ମଚାରୀଙ୍କୁ ମିଳିବ ୪ମାସର ଆଗୁଆ ଦରମା ।
୪- ରାଜ୍ୟସରକାର ଚୁକ୍ତିଭିତିକ ଡାକ୍ତର ଓ ସ୍ୱାସ୍ଥ୍ୟସେବା କର୍ମଚାରୀ ନିଯୁକ୍ତି ଦେବାକୁ ନିଷ୍ପତି ଗ୍ରହଣ କରିଛନ୍ତି ।ଡାକ୍ତରଙ୍କୁ ର୍ଦୁବ୍ୟବହାର କଲେ କଠୋର କାର୍ଯ୍ୟାନୁଷ୍ଠାନ ।
୫-କୋରନା ଭୟଙ୍କରଠାରୁ ଆହୁରି ଭୟଙ୍କର –ଜଣେ ରୋଗୀ ୫୯ହଜାରେ ଲୋକଙ୍କୁ କରିପାରେ ସଂକ୍ରାମିତ ।
୬-କରୋନାକୁ ଚାଇନାଭାଇରସ୍ ବୋଲି କୁହାନଯାଉ ,ଭାରତକୁ ଅନୁରୋଧ କଲେ ଚୀନ ବୈଦଶିକ ମନ୍ତ୍ରୀ ।
୭-ରାଜ୍ୟରେ ଦିତୀୟ ପରିକ୍ଷାକେନ୍ଦ୍ର ଭାବେ ଭୁବନେଶ୍ୱର ଏମ୍ସରେ ଆରମ୍ଭ ହେଲା କରୋନା ନମୁନା ପରୀକ୍ଷା ଏନେଇ ସୁଚନା ଦେଇଛନ୍ତି ଏମ୍ସ କର୍ତୁପକ୍ଷ ।
୮-୧୪ ଏପ୍ରିଲରାତି୧୨ଟା ପର୍ଯ୍ୟନ୍ତ ଗଡିବନି ଯାତ୍ରିବାହୀ ଟ୍ରେନ୍ ।
୯-ଅନଃରାଜ୍ୟ ତନଖି ଫାଟକରେ ସବୁମାଲଗାଡିକୁ ଛାଡିବା ନେଇ ପ୍ରଧାନମନ୍ତ୍ରୀ ମୋଦୀ ଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ।
୧୦-ମଧ୍ୟପ୍ରଦେଶ- ଦେଶର କରୋନା ନେଲା ଆଉ ଏକ ମୁଣ୍ଡ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ।
୧୧-କରୋନା ଭଇରସ୍‌ରେ ସଂକ୍ରମିତ ହେଲେ ଇଂଲଣ୍ଡ ରାଜା ପ୍ରିନ୍ସ ଚାର୍ଲସ ।

Leave A Reply

Your email address will not be published.