ସଂକ୍ଷେପରେ ଆଜିର କରୋନା ଅପ୍‌ଡେଟ୍

0 506

୧- ସେବାପାଇଁ ସମ୍ମାନ-ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ଏପ୍ରିଲମାସରେ ମିଳିବ ଆଗୁଆ ୪ମାସର ଦରମା ,ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ର୍ଦୁବ୍ୟବହାରକଲେ ହେବ କଡା କାର୍ଯ୍ୟାନୁଷ୍ଠାନ ।
୨-ଆଉ ବର୍ଷା ନାହିଁ ,ଆଜିଠାରୁ ବଢିବ ଖରା ।
୩-କଟକବାସୀଙ୍କପାଇଁ ଖୁସି ଖବର,ଜନଗହଳିଏଡାଇବାପାଇଁ ସିଏମସି ଆରମ୍ଭକଲା ହୋମ ଡେଲିଭରି ସୁବିଧା
୪-କରୋନା ଅପ୍‌ଡେଟ୍‌-ଭାରତରେ ମୃତ୍ୟୁସଂଖ୍ୟା ୧୨କୁ ବୃଦ୍ଧି ।
୫-ହାରିବ କରୋନା ଜିତିବ ମଣିଷ । କରୋନାକୁ ହରାଇବାପାଇଁ ଭୁବନେଶ୍ୱର ଏମ୍ସ୍‌ର ପ୍ରୟାସ ,ରାଜ୍ୟର ଦ୍ୱିତୀୟ କରୋନା ନମୁନା ପରିକ୍ଷା କେନ୍ଦ୍ର ଭାବେ ଆରମ୍ଭ କଲା କରୋନା ଟେଷ୍ଟ୍ ।
୬-ରାଜ୍ୟବାହାରୁ ଫେରିଥିବା ୭୮୨୩୩ ଜଣଙ୍କୁ ହୋମ୍‌କ୍ୱାରେଂଟାଇନରେ ରହିବାକୁ ନିର୍ଦ୍ଦେଶ ।
୭-ସ୍ୱାଧିନତା ସଂଗ୍ରାମୀ ଭବାନିଚରଣ ପଟ୍ଟନାୟକ ଅସୁସ୍ଥ ।
୮-ଦେଶରେ ୮୦କୋଟି ଗରିବଲୋକଙ୍କପାଇଁ କେନ୍ଦ୍ରସରକାରଙ୍କ ବଡ ଘୋଷଣା, ୨ଟଙ୍କାରେ ଗହମ ଓ ୩ଟଙ୍କାରେ ମିଳିବ କିଲେ ଚାଉଳ ।
୯-ଭୁବନେଶ୍ୱର ଲକ୍‌ଡାଉନ୍ ନିୟମ ଉଲଘଂନକାରୀଙ୍କୁ ବସ୍‌ଉଠ୍ କରାଇଲା ପୋଲିସ ।
୧୦-ନୁଆଦିଲ୍ଲୀ-ଘୋଷଣାହୋଇପାରେ ୨.୩ଲକ୍ଷ କୋଟିର ପ୍ରୋସାହନ ପ୍ୟାକେଜ୍ ।
୧୧-ଜନଗଣନା ସ୍ଥଗିତ,କରୋନା ସ୍ଥିତି ଯୋଗୁ ନିଷ୍ପତି ନେଲେ କେନ୍ଦ୍ରସରକାର ।
୧୨-କରୋନା ବିଏସନାଲ ଲଂଚକଲା ଜିରୋ କଷ୍ଟର,work@homeପ୍ଲାନ୍‌,ଘରେବସି ବ୍ୟବହାର କରିପାରିବେ ମାଗଣା ଇଂଟରନେଟ୍ ।
୧୩-କାବୁଲର ଏକ ଗୁରୁଦ୍ୱାରରେ ଆମ୍‌ଘାତି ବିସ୍ପୋରଣ,୩୦ଜଣଙ୍କର ମୃତ ।

Leave A Reply

Your email address will not be published.