ସମୁଦ୍ରରୁ ମିଳିଲା ଦ୍ୱିତୀୟ ମୃତଦେହ

0 155

କୋଣାର୍କ,୨।୧(ଏସଏସ ନିଉଜ) ଭାସି ଯାଇଥିବା ଦ୍ୱିତୀୟ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଜାହାନିଆ ପୀର ସମୁଦ୍ର ବେଳାଭୂମିରୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ପିକ୍‌ନିକ୍‌ରେ ଆସି ଗାଧୋଇବା ବେଳେ ବୁଡ଼ି ଯାଇଥିଲେ ୨ ଯୁବକ। ମୃତକ ଜଗତସିଂହପୁର ପଣସପଡ଼ା ଅଞ୍ଚଳର ସାଗର ଅଲ୍ଲୀ। ଜଣଙ୍କ ମୃତଦେହ କାଲି ଉଦ୍ଧାର କରିଥିଲେ ଅଗ୍ନିଶମ ବାହିନୀ।

Leave A Reply

Your email address will not be published.