ସାପୁଆ ନଦୀରେ ଦୁଇଟି ଘାଇ

0 197

ଆଠଗଡ୧୪/୯(ଏସଏସନିୟୁଜ) ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଆଠଗଡ଼ର ସାପୁଆ ଓ କଣ୍ଟିଆ ନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟା ଆସିଛି । ସାପୁଆ ନଦୀରେ ରାସ୍ତାରୁ ମାତ୍ର ଏକ ଫୁଟ ତଳେ ବନ୍ୟା ଜଳ ପ୍ରବାହିତ ହେଉଛି।।ଫଳରେ ୪ଟି ପଂଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି । ଇଚ୍ଛାପୁର, ତରଡ଼ିଙ୍ଗ, ମହାକାଳବସ୍ତ ଓ କୁଲାଇଲୋ ପଂଚାୟତର ୧୬ଟି ଗ୍ରାମର ଲୋକଙ୍କୁ ସ୍ଥାନାନ୍ତର କାର୍‌ାଇଥରାବବେଳେ ଏବେବି ବହୁ ଲୋକ ପାଣିଘେରରେ ରହିଛନ୍ତି । ସାପୁଆ ନଦୀର ଦୁଇଟିଜାଗାରେ ଦୁଇଟି ଘାଇ ସୃଷ୍ଟି ହୋଇଛି।

Leave A Reply

Your email address will not be published.