ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଶିଲା ଡ୍ରେନ୍ ପାଣି

0 242

ଭଦ୍ରକ, ୧୪/୯(ଏସଏସନିୟୁଜ) ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ  ରେ ପଶିଲା ଡ୍ରେନ୍ ପାଣି ।କାର୍ଯ୍ୟାଳୟ ସାମ୍‌ନା ଥିବା ଡ୍ରେନ୍‌ରେ ବର୍ଷାଜଳ ନିଷ୍କାସିତ ହୋଇ ନପାରି ଜିଲ୍ଲା କାର୍ଯ୍ୟାଳୟ କୁ ପଶୁଥିବାର ଦେଖିବାକୁ ମିଳିଛି । ଭଦ୍ରକ ପୌରପାଳିକାର: ୩୦ ୱାର୍ଡ ବାସିନ୍ଦା ଏବେ ଲଗାଣବର୍ଷା ଯୋଗୁ ବର୍ଷାପାଣି ପାଇଁ ହଇରାଣ ହେଉଛନ୍ତି ।ସ୍ଥିତି ଏପରି ହୋଇଛି ଯେ,ରାସ୍‌ାତଉପରେ ସୁଅଚାଲିାବଭଳି ପାଣି ଚାଲୁଛି ।ଯାହାଫଳରେ ସ୍ବାଭାବିକ ଜୀବନଯାତ୍ରା ବ୍ୟାହତ ହୋଇଛି ।

Leave A Reply

Your email address will not be published.