ସରପଞ୍ଚ ସାଜିଲେ ରାତ୍ରି ଜଗୁଆଳି

0 274

ସଂକ୍ଷେପରେ ସକାଳର ଖବର ଖବର ଆଜିର ,ତାରିଖ ୧୦/୦୫/୨୦, ରବିବାର
୧-ମେ୨୦ରୁ ମାଟ୍ରିକ ପରୀକ୍ଷା ଖାତା ଦେଖା , ଜୁଲାଇ ଶେଷସୁଦ୍ଧା ପ୍ରକାଶ ପାଇପାରେ ପରୀକ୍ଷାଫଳ:ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ।
୨-ଆଜିଠୁ CBSE ଦଶମ ଓ ଦ୍ବାଦଶ ଶ୍ରେଣୀ ମୂଲ୍ୟାୟନ ଆରମ୍ଭ,୫୦ ଦିନରେ ଦେଖାହେବ ଦେଢ଼କୋଟି ଖାତା ।
୩-ଖୋର୍ଦ୍ଧା ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀ ତଥା ବେସରକାରୀ ଅନୁଷ୍ଠାନର କର୍ମଚାରୀ ମାନଙ୍କ ଗୋଟିଏ ମାସର ଦରମା , ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ।
୪-ପାଣିପାଗ:ଆଉ ୫ ଦିନ ଯାଏଁ କାଳବୈଶାଖୀ,୧୬ରୁ ବଢିବ ତାପମାତ୍ରା।
୫-ଢେଙ୍କାନାଳରେ ସାମାଜିକ ଦୂରତା ନରଖିବାରୁ ସିଲ୍ ହେଲା ଦୋକାନ, ଦୋକାନୀଙ୍କୁ ଗିରଫ କଲା ପୋଲିସ୍।
୬-ଗଞ୍ଜାମ:ମାଣିତରା ଗ୍ରାମପଂଚାୟତର ସରପଞ୍ଚ କଲେ ସଟଡାଉନ ଘୋଷଣା, ୭ ଦିନ ପାଇଁ ସଟଡାଉନ କଲେ ନିଜ ପଞ୍ଚାୟତ।
୭-୨ଟି ଟ୍ରେନରେ ଆଜି ପହଞ୍ଚିବେ ପ୍ରବାସୀ ଶ୍ରମିକ : ଟିଟିଲାଗଡ଼ ରେଳ ଷ୍ଟେସନରେ ବ୍ୟାପକ ପ୍ରସ୍ତୁତି।
୮-ପାଟଣାଗଡ଼ରେ ବ୍ରିଜ ଭୁଶୁଡ଼ି ୨ ଜଣ ମୃତ୍ୟୁ ହେବା ଘଟଣାରେ ନିର୍ବାହୀ ଯନ୍ତ୍ରୀ ନିଲମ୍ବିତ।
୯-ଜୟପୁର:ସରପଞ୍ଚ ଜଗିଲେ କ୍ୱାରେଣ୍ଟାଇନ ସେଣ୍ଟର, ସାଜିଲେ ରାତ୍ରି ଜଗୁଆଳି।
୧୦-୪୦୦ କୋଟିର ଚୂନା ଲଗାଇ ବିଦେଶକୁ ଖସି ଗଲେ ଚାଉଳ ବେପାରୀ, ୪ ବର୍ଷ ପରେ ସିବିଆଇରେ କେସ୍ ଦାୟର କଲା ଝଈଓ।
୧୧-ରାୟପୁର:ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟରରେ ୪ ନକ୍ସଲ ନିହତ, ଜଣେ ପୋଲିସ ସବ-ଇନ୍ସପେକ୍ଟର ଶହୀଦ।
୧୨-ଆରୋଗ୍ୟ ସେତୁ ଆପରେ ସ୍ୱାସ୍ଥ୍ୟ ଯାଞ୍ଚ ଲାଗି କର୍ମଚାରୀମାନଙ୍କୁ ହକି ଇଣ୍ଡିଆର ପରାମର୍ଶ।
୧୩-୩୨୬ ଭାରତୀୟଙ୍କୁ ଧରି ଲଣ୍ଡନରୁ ମୁମ୍ବାଇ ଅଭିମୁଖେ ଉଡାଣ ଭରିଲା ‘ବନ୍ଦେ ଭାରତ ମିଶନ’ର ପ୍ରଥମ ବିମାନ।

Leave A Reply

Your email address will not be published.