ସର୍ବପଲ୍ଲୀ ନୋଡାଲ ବିଦ୍ୟାପୀଠର ବାର୍ଷିକ ଉତ୍ସବ

0 252

ଡେଲାଙ୍ଗ ,୧୭/୨(ଏସଏସନିୟୁଜ) ଡେଲାଙ୍ଗ ବ୍ଲକର ଅଭୟମୁଖି ପଂଚାୟତର ସର୍ବପଲ୍ଲୀ ନୋଡାଲ ବିଦ୍ୟାପୀଠରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ,ଜିଲ୍ଲାପରିଷଦ ଦେବାଶିଶ ନନ୍ଦ ,ସମବାୟବିତ୍ ବୈରାଗୀ ଜେନା,ପ୍ରମୋଦ ଚନ୍ଦ୍ର ରଥ,ଏବିଇଓ ଯୁଧିଷ୍ଠୀର ପରିଡା,ସ୍ଥାନୀୟ ସରପଂଚଞ୍ଚ ପ୍ରସନ୍ନ ପରିଡା,ଧାନକେରା ସରପଂଚଞ୍ଚ ପ୍ରସନ୍ନ କୁମାର ଜେନା ,ଡ.ସୁଭେନ୍ଦ୍ର ସାହୁ,ସମିତିସଭ୍ୟା ରଶ୍ମୀତା ଜେନା,ହରିହର ରଥ,ଉପେନ୍ଦ୍ର ପ୍ରଧାନ,ଅଜୟ ପ୍ରଧାନ ପ୍ରମୁଖ ଯୋଗଦେଇଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସର୍ବଶ୍ୱର ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ । ବିଦ୍ୟାଳୟରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ ।

Leave A Reply

Your email address will not be published.