ସ୍କୁଲ ବସ୍‌କୁ ୨ ଲକ୍ଷ ୩୩ ହଜାର ଟଙ୍କାର ଫାଇନ୍

0 150

ଭୁବନେଶ୍ବର,୨୧/୪(ଏସଏସନିଉଜ) ପରିବହନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଏବେ ରାଜ୍ୟରେ ଚାଲିଥିବା ବିଭିନ୍ନ ସ୍ଥାନରେ ସ୍କୁଲ ବସ୍ ଗୁଡ଼ିକର ଯାଞ୍ଚ କରାଯାଉଛି ।ଆଜି ଡମଣା ଛକ ନିକଟରେ ଏମ୍‌ଭିଆଇ ଚେକିଂ କରୁଥିବାବେଳେ ଏକ ସ୍କୁଲବସ ହାବୁ>ରେ ପଡିଛି ।ଏହି ବସର ଫିଟ୍‌ନେସ, ପଲ୍ୟୁସନ, ଟ୍ୟାକ୍ସ, ଇନସୁରାନ୍ସ ନଥିବାରୁ ୨ ଲକ୍ଷ ୩୩ ହଜାର ଟଙ୍କାର ଚାଲାଣ କଟାଯାଇଛି ।ଏହସହ ବସ୍‌କୁ ସିଜ୍ କରାଯାଇଥିବାର ଜଣାପଡିଛି ।

Leave A Reply

Your email address will not be published.