ସ୍କୁଲ ଭ୍ୟାନକୁ ଧକ୍କାଦେଲା ଡ୍ରମ୍ଫର

କେନ୍ଦୁଝର,୧୨।୧(ଏସଏସ ନିଉଜ) ଯୋଡ଼ାଥାନା ମାଇନିଂ ଅଫିସ ନିକଟରେ ସ୍କୁଲ ଭ୍ୟାନକୁ ଧକ୍କା ଦେଇଛି ଡ୍ରମ୍ଫର। ଡ୍ରମ୍ଫରଟି କଳାପାହାଡ଼ ଦେଇ ଭଦ୍ରାସାହି ଯାଉଥିବା ବେଳେ ମାଇନିଂ ଅଫିସ ନିକଟରେ ବ୍ୟାରିକେଟ ଭାଙ୍ଗି ଏକ ଚଳନ୍ତା ସ୍କୁଲ ଭ୍ୟାନକୁ ଧକ୍କା ଦେଇଥିଲା । ଅଳ୍ପକେ ବଂଚିଲା ଡ୍ରାଇଭର। ସୌଭଗ୍ୟ ବଶତଃ କୌଣସି ଛାତ୍ର ଛାତ୍ରୀ ଭ୍ୟାନରେ ନଥିଲେ।

- Advertisement -

Leave A Reply

Your email address will not be published.