ସିଲ୍ ହେଲା ବରମୁଣ୍ଡା HP  ପେଟ୍ରୋଲ ପମ୍ପ 

0 633

ଭୁବନେଶ୍ବର,୪/୩(ଏସଏସନିୟୁଜ) ସିଲ୍ ହେଲା ଭୁବନେଶ୍ୱର ବରମୁଣ୍ଡା HP  ପେଟ୍ରୋଲ ପମ୍ପ ।  ପେଟ୍ରୋଲ ଓ ଡିଜେଲରେ ପାଣି ମିଶା ଯାଉଥିବା ଅଭିଯୋଗ ହେବା ପରେ ଏହି ପେଟ୍ରୋଲ ପମ୍ପଙ୍କୁ ସିଲ୍ କରିଛି  ପୁଲିସ୍‌।  ଗତକାଲି ଏହାକୁ ନେଇ ପ୍ରବଳ ହଙ୍ଗାମା ହୋଇଥିଲା ।ବିଭିର୍ଣ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଫୋରେନ୍ସିକ ଲାବୋରୋଟୋରିର ସାଇଣ୍ଟିଫିକ ଟିମ୍ ଓ  HP କମ୍ପାନି ସାଇଣ୍ଟିଫିକ୍ ଟିମ୍ ଆସି ନମୁନା ସଂଗ୍ରହ କରିଛି ।  ଯଦି ଅପମିଶ୍ରଣ କରାଯାଉଥିବାର ପ୍ରମାଣ ମିଳେ, ତେବେ ଲାଇସେନ୍ସ ରଦ୍ଦ ହେବ ବୋଲି କହିଛନ୍ତି HPର  ଏରିଆ ଇନଚାର୍ଜ ଶୁଭବ୍ରତ ଖାନ ।

Leave A Reply

Your email address will not be published.