ସିଲ୍ ହେଲା ବୁର୍ଲା ଥାନା

0 694

ସମ୍ବଲପୁର,୧୩/୮(ଏସ ଏସ ନିୟୁଜ ) ବୁର୍ଲା ଥାନାରୁ ୨ ଜଣ କର୍ମଚାରୀଙ୍କ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପୋଲିସ ପ୍ରଶାସନ ପକ୍ଷରୁ ଥାନାକୁ ସିଲ୍ କରିଦିଆଯାଇଛି। ଥାନାକୁ ସାନିଟାଇଜ୍ କରାଯିବା ସହ ୫ ଦିନ ପାଇଁ  ସିଲ୍ କରାଯାଇଛି। ସଂକ୍ରମିତ ଦୁଇ କର୍ମଚାରୀ ଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି ସେନେଇ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବାବେଳେ ଥାନାର ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନକୁ ପଠାଇ ଦିଆଯାଇଛି।

Leave A Reply

Your email address will not be published.