ସେଲଫି ନେଉଥିଲେ ଜଳିଗଲେ

ଭୁବନେଶ୍ୱର,୧୫ା୨(ଏସଏସନିଉଜ)କଲ୍ୟାଣସିଂହପୁରରେ ନାଲକୋ ଟ୍ରେନଉପରେ ଚଢ଼ି ସେଲ୍ଫି ନେବା ହୋଇଛି କାଳ। ଟ୍ରେନ ଲାଇନତାର ସଂସ୍ପର୍ଶରେଆସି ଜଳିଯାଇଛନ୍ତି ଯୁବକାଏହାସହ ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତିା ଏଭଳିଘଟଣା ଘଟିଛି କଲ୍ୟାଣସିଂହପୁରଥାନା ଅନ୍ତର୍ଗତ ଭାଲୁମସ୍କା ରେଳଷ୍ଟେସନ ନିକଟରେ । ମାଲବାହୀଟ୍ରେନ୍ ଉପରେ ଚଢ଼ି ସେଲଫି ନେବାବେଳେ ଅଘଟଣ ଘଟିଛି । ଘଟଣାସ୍ଥଳରେ ରେଳବାଇପୋଲିସ ପହଞ୍ଚି ତଦନ୍ତକରୁଛି। ମୃତଯୁବକ ଜଣକ କାଶୀପୁରବ୍ଲକର ବୋଲି ଜଣାପଡ଼ିଛିା

 

- Advertisement -

Leave A Reply

Your email address will not be published.