ସେକ୍ସ ରାକେଟ ଠାବ

0 196

 

ବାଲେଶ୍ୱର,୨୧।୩(ଏସଏସ ନିଉଜ)ବାଲେଶ୍ୱର ପୋଲିସ ଦ୍ୱାରା ସେକ୍ସ ରାକେଟ ଠାବ ହୋଇଛି।ଏହି ଘଟଣାରେ ୧୩ଜଣ ଗିରଫ ହୋଇଛନ୍ତି।ବସ୍ତା, ସିଙ୍ଗଲା ସମେତ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ଗିରଫ କରା ଯାଇଛି।ରାକେଟରେ ସାମିଲ ଯୁବତୀଙ୍କୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କରା ଯାଇଛି।ପଶ୍ଚିମବଙ୍ଗ ଓ ସ୍ଥାନୀୟ ଅଞ୍ଚଳର ଯୁବତୀ ରାକେଟରେ ସାମିଲ ଥିଲେ।ପୂର୍ବରୁ ମାଷ୍ଟର ମାଇଣ୍ଡ ଲିଙ୍କନ ସାହୁକୁ ଗିରଫ କରିଛି ପୋଲିସ।

Leave A Reply

Your email address will not be published.